Loading practice questions
violence against women encompasses physical, sexual, emotional and abuse inflicted on women, ସଠିକ ଅନୁବାଦ ଚିହ୍ନାଅ ?
Correct Answer: C — ମହିଳାଙ୍କୁ ଯେ କୌଣସି ପ୍ରକାର ଶାରୀରିକ, ମାନସିକ, ଆବେଗାତ୍ମକ ଖରାପ ବ୍ୟବହାର ନାରୀ ନିର୍ଯ୍ୟାତନାର ପର୍ଯ୍ୟାୟ ଭୁକ୍ତ |
Explanation:
C) ମହିଳାଙ୍କୁ ଯେ କୌଣସି ପ୍ରକାର ଶାରୀରିକ, ମାନସିକ, ଆବେଗାତ୍ମକ ଖରାପ ବ୍ୟବହାର ନାରୀ ନିର୍ଯ୍ୟାତନାର ପର୍ଯ୍ୟାୟ ଭୁକ୍ତ | ସଠିକ ଉତ୍ତର।
violence against women encompasses physical, sexual, emotional and abuse inflicted on women
violence =ନିର୍ଯ୍ୟାତନା , women = ନାରୀ , encompasses - plural form of encompass = ପର୍ଯ୍ୟାୟ ଭୁକ୍ତ
physical = ଶାରୀରିକ, sexual = ଯୌନନିର୍ଯାତନା , emotional = ମାନସିକ and = ଏବମ / ଓ abuse = ଆବେଗାତ୍ମକ
inflicted on women = ମହିଳାମାନଙ୍କ ଉପରେ