Loading practice questions
Fundamental rights are the basic human rights enshrined in the constitution of India which are guaranteed to all citizens - ସଠିକ ଅନୁବାଦ ଚିହ୍ନାଅ ?
Correct Answer: A — ଭାରତୀୟ ସମ୍ବିଧାନ ଦ୍ୱାରା ସମସ୍ତ ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ହିଁ ମାନବ ଅଧିକାର |
Explanation:
A) ଭାରତୀୟ ସମ୍ବିଧାନ ଦ୍ୱାରା ସମସ୍ତ ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ହିଁ ମାନବ ଅଧିକାର | ସଠିକ ଉତ୍ତର।
Fundamental rights are the basic human rights enshrined in the constitution of India which are guaranteed to all citizens
Fundamental rights = ମୌଳିକ ଅଧିକାର the basic human rights = ମାନବ ଅଧିକାର , in the constitution of India = ଭାରତୀୟ ସମ୍ବିଧାନରେ , enshrined = ସଲଗ୍ନ
all citizens = ସମସ୍ତ ନାଗରିକ , which are guaranteed to all citizens = ଯାହା ସମସ୍ତ ନାଗରିକଙ୍କୁ ନିଶ୍ଚିତ କରାଯାଇଛି |