Loading practice questions
Unity in diversity is an expression used for harmony and peace. ସଠିକ ଅନୁବାଦ ଚିହ୍ନାଅ ?
Correct Answer: B — ବିବିଧତା ମଧ୍ୟରେ ଏକତା ହେଉଛି ସମନ୍ୱୟ ଏବଂ ଶାନ୍ତି ପାଇଁ ବ୍ୟବହୃତ ଏକ ଅଭିବ୍ୟକ୍ତି |
Explanation:
B) ବିବିଧତା ମଧ୍ୟରେ ଏକତା ହେଉଛି ସମନ୍ୱୟ ଏବଂ ଶାନ୍ତି ପାଇଁ ବ୍ୟବହୃତ ଏକ ଅଭିବ୍ୟକ୍ତି | ସଠିକ ଉତ୍ତର।
Unity in diversity is an expression used for harmony and peace.
Unity = ଏକତା , diversity = ବିବିଧତା , in = ମଧ୍ୟରେ , an expression = ଏକ ଅଭିବ୍ୟକ୍ତି , harmony and peace = ସମନ୍ୱୟ ଏବଂ ଶାନ୍ତି
used =(past / present perfect tense of use = ବ୍ୟବହାର) ବ୍ୟବହୃତ , is an expression = ଏକ ଅଭିବ୍ୟକ୍ତି ଅଟେ