Loading practice questions
The Government is thinking of opening a college in our area. ସଠିକ ଅନୁବାଦ ଚିହ୍ନାଅ ?
Correct Answer: D — ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବାକୁ ଭାବୁଛନ୍ତି
Explanation:
D) ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବାକୁ ଭାବୁଛନ୍ତି ସଠିକ ଉତ୍ତର।
The Government are thinking of opening a college in our area
The Government = ସରକାର , a college = ଗୋଟିଏ କଲେଜ , area = ଅଞ୍ଚଳ , our = ଆମ
in our area = ଆମ ଅଞ୍ଚଳରେ , are thinking = ଭାବୁଛନ୍ତି , of opening = ଖୋଲିବାକୁ