Loading practice questions
It is often found that simple men suffer, while the wicked ones escape. ସଠିକ ଅନୁବାଦ ଚିହ୍ନାଅ ?
Correct Answer: A — ଅନେକ ସ୍ଥଳରେ ଏପରି ଦେଖାଯାଏ ଯେ ସରଳ ଲୋକମାନେ ଦୁଃଖ ପାଆନ୍ତି, ମାତ୍ର ଖଳ ଲୋକମାନେ ଖସି ଯାଆନ୍ତି |
Explanation:
A) ଅନେକ ସ୍ଥଳରେ ଏପରି ଦେଖାଯାଏ ଯେ ସରଳ ଲୋକମାନେ ଦୁଃଖ ପାଆନ୍ତି, ମାତ୍ର ଖଳ ଲୋକମାନେ ଖସି ଯାଆନ୍ତି | ସଠିକ ଉତ୍ତର।
It is often found that simple men suffer, while the wicked ones escape
ଅନେକ ସ୍ଥଳରେ ଏପରି ଦେଖାଯାଏ ଯେ simple men = ସରଳ ଲୋକମାନେ , suffer = ଦୁଃଖ ପାଆନ୍ତି, ମାତ୍ର wicked ones = ଖଳ ଲୋକମାନେ , escape = ଖସି ଯାଆନ୍ତି
It is =ଏପରି/ଏହା , often = ଅନେକ , found that = find that (present erfect / past) = ଏପରି ଦେଖାଯାଏ / ଏପରି khojnti