ObjectiveMcq
Print Protected
This page is protected for print. Use the website to view the content.
My husband asked if I wanted any coffee.
Correct Answer: C — ମୋର ସ୍ଵାମୀ ପଚାରିଲେ ମୁଁ କୌଣସି କଫି ଚାହୁଁଛି କି ବୋଲି ।
C) ମୋର ସ୍ଵାମୀ ପଚାରିଲେ ମୁଁ କୌଣସି କଫି ଚାହୁଁଛି କି ବୋଲି । ସଠିକ ଉତ୍ତର।
My husband asked if I wanted any coffee.
husband = ସ୍ୱାମୀ , My husband = ମୋର ସ୍ଵାମୀ
ask for = ask = ମାଗିବା/ ପଚାରିବା ତେଣୁ ଏଠାରେ ask for = ମାଗିବା
ତେଣୁ My husband asked if I wanted any coffee ର ଅନୁବାଦ C) ମୋର ସ୍ଵାମୀ ପଚାରିଲେ ମୁଁ କୌଣସି କଫି ଚାହୁଁଛି କି ବୋଲି ସଠିକ୍
ଅନୁବାଦକୁ 3 ଭାଗରେ ବିଭକ୍ତ କରାଯାଏ