ObjectiveMcq
Print Protected
This page is protected for print. Use the website to view the content.
The unit of Gravitational field intensity is same as that of acceleration. ସଠିକ ଅନୁବାଦ ଚିହ୍ନାଅ ?
Correct Answer: C — ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ତ୍ଵରଣର ଏକକ ସହ ସମାନ
C) ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ତ୍ଵରଣର ଏକକ ସହ ସମାନ ସଠିକ ଉତ୍ତର।
The unit of Gravitational field intensity is same as that of acceleration
Gravitational field = ମାଧ୍ୟାକର୍ଷଣ କ୍ଷେତ୍ର , intensity = ତୀବ୍ରତା , The unit = ଏକକ
acceleration = ତ୍ଵରଣର , is same as = ସମାନ ଅଟେ that of = ସହ