ObjectiveMcq
Print Protected
This page is protected for print. Use the website to view the content.
ନିମ୍ନଲିଖିତ ପଦ ମାନଙ୍କ ମଧ୍ୟରୁ କେଉଁଟି ଭୁଲ ବିଶେଷଣ ପଦ ।
Correct Answer: D — ଯୌବନ
D) ଯୌବନ ସଠିକ ଉତ୍ତର।
ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ , ସଂଖ୍ୟା , ଅବସ୍ଥା ଓ ପରିମାଣକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ ତାହାକୁ ବିଶେଷଣ ପଦ କୁହାଯାଏ
A. ବଡର ଅର୍ଥ ବୃହତ ଉଦାହରଣ - ରାମ ହରିଠୁ 2 ବର୍ଷ ବଡ
B. ଦୃଢର ଅର୍ଥ କଠୋର , ଅଧ୍ୟବସାୟ ଉଦାହରଣ -ସେ ଜଣେ ଦୃଢ ମନୋବଳର ବ୍ୟକ୍ତି
C. ମଧୁରର ଅର୍ଥ ମିଠା , ପ୍ରୀତି ଉଦାହରଣ - ସେ ମଧୁରବାଚୀ ବ୍ୟକ୍ତି
D. ଯୌବନର ଅର୍ଥ ତାରୁଣ୍ୟ , ଯୁବକ/ଯୁବତୀ ଗଣ ଉଦାହରଣ - ସୀତା ନିଜ ଚିରଯୌବନ ପାଇଁ ଯୋଗ ଅଭ୍ୟାସ କରୁଛନ୍ତି
ବଡ , ଦୃଢ , ମଧୁର ବିଶେଷ୍ୟ ପଦକୁ ବିଶେଷିତ କରୁଛି ତେଣୁ ଏହା ବିଶେଷଣ ପଦ କିନ୍ତୁ D) ଯୌବନ ଏକ ସଜ୍ଞା କୁ ବୁଝାଉଛି ତେଣୁ ଏହା ଏକ ବିଶେଷ୍ୟ ପଦ ଓ ଭୁଲ ବିଶେଷଣ ପଦ
ଯୌବନର ସନ୍ଧି ବିଛ୍ହେଦ ( ଯୁବନ୍ + ଭାବ ଅର୍ଥେ ଅ )
ମଧୁରର ସନ୍ଧି ବିଛ୍ହେଦ ( ମଧୁ + ଅଛି ଅର୍ଥରେ ର )