ObjectiveMcq
Print Protected
This page is protected for print. Use the website to view the content.
Sky appears blue due to scattering of light. ସଠିକ ଅନୁବାଦ ଚିହ୍ନାଅ ?
Correct Answer: B — ଆଲୋକର ବିଛୁରଣ ପ୍ରକ୍ରିୟା ପାଇଁ ଆକାଶ ନୀଳରଙ୍ଗ ଦେଖାଯାଏ ।
B) ଆଲୋକର ବିଛୁରଣ ପ୍ରକ୍ରିୟା ପାଇଁ ଆକାଶ ନୀଳରଙ୍ଗ ଦେଖାଯାଏ । ସଠିକ ଉତ୍ତର।
Sky appears blue due to the scattering of light.
Sky = ଆକାଶ , blue = ନୀଳ ରଙ୍ଗ , light = ଆଲୋକ
appears = present perfect of appear = ଦେଖାଯାଏ , due to = ଯୋଗୁ , due to scattering = ବିଛୁରଣ ପ୍ରକ୍ରିୟା ପାଇଁ