ObjectiveMcq
Print Protected
This page is protected for print. Use the website to view the content.
Two virtuous friends can not think of anything else different from each others welfare. ସଠିକ ଅନୁବାଦ ଚିହ୍ନାଅ ?
Correct Answer: B — ଦୁଇଜଣ ଭଲ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା ଏହା, ଦୁହେଁ ଦୁହିଁଙ୍କର କଲ୍ୟାଣ ଭିନ୍ନ ଅନ୍ୟ କିଛି ଭାବିପାରନ୍ତି ନାହିଁ
B) ଦୁଇଜଣ ଭଲ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା ଏହା, ଦୁହେଁ ଦୁହିଁଙ୍କର କଲ୍ୟାଣ ଭିନ୍ନ ଅନ୍ୟ କିଛି ଭାବିପାରନ୍ତି ନାହିଁ ସଠିକ ଉତ୍ତର।
Two virtuous friends can not think of anything else different from each others welfare
Two virtuous friends = ଦୁଇଜଣ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା , welfare = କଲ୍ୟାଣ , can not think = କିଛି ଭାବିପାରନ୍ତି ନାହିଁ ,
can not think of anything else different from = କଲ୍ୟାଣ ଭିନ୍ନ ଅନ୍ୟ କିଛି ଭାବିପାରନ୍ତି ନାହିଁ , each others = ଦୁହେଁ ଦୁହିଁଙ୍କର