ObjectiveMcq
Print Protected
This page is protected for print. Use the website to view the content.
Can you turn the volume up ?
Correct Answer: B — ଆପଣ ଶବ୍ଦ ଅଧିକ କରିପାରିବେ କି ?
B) ଆପଣ ଶବ୍ଦ ଅଧିକ କରିପାରିବେ କି ? ସଠିକ ଉତ୍ତର।
ଏଠାରେ ଦିଆଯାଇଥିବା Can you turn the volume up ? - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶthe volume ର ଅର୍ଥ ଓଡ଼ିଆରେ ବୁଝିଲେ 'ଶବ୍ଦ ବା ଧ୍ୱନିର ମାପଦଣ୍ଡ' କୁ ସୂଚାଏ।
English Grammar ଅନୁଯାୟୀ Turn Up ଏକ Phrasal Verb - TRANSITIVE: to increase the amount of sound, heat, or light produced by a piece of equipment by pressing a button or moving a switch.
ଅତଏବ ଏଠି turn the volume up କହିଲେ ଶବ୍ଦ ଅଧିକ କରିବାକୁ ବୁଝାଇବ ।
ଏଠାରେ ବାକ୍ୟଟି ଏକ Yes-No question; English Grammar ଅନୁଯାୟୀ ପ୍ରଶ୍ନବାଚକ ଅର୍ଥକୁ ସୂଚାଉଛି।
ସାଧାରଣତଃ'You can' କହିଲେ 'ଆପଣ କରିପାରିବେ' ବୋଲି ଓଡ଼ିଆରେ ବୁଝୁ କିନ୍ତୁ ଏଠି ପ୍ରଶ୍ନବାଚକ ସଂରଚନା ନିମିତ୍ତ 'Can you - ଆପଣ କରିପାରିବେ କି?' ରୂପେ ମାର୍ଜିତ କରାହେଇଛି ।
ଅତଏବ Can you turn the volume up ? ର ଓଡ଼ିଆ ଅନୁବାଦ ଆପଣ ଶବ୍ଦ ଅଧିକ କରିପାରିବେ କି ? କହିବା ଯଥାର୍ଥ।