ObjectiveMcq
Print Protected
This page is protected for print. Use the website to view the content.
Don't put jokes.
Correct Answer: B — ଥଟ୍ଟା କର ନାହିଁ
B) ଥଟ୍ଟା କର ନାହିଁ ସଠିକ ଉତ୍ତର।
ଏଠାରେ ଦିଆଯାଇଥିବା Don't put jokes. - ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ put jokes ର ଅର୍ଥ ଓଡ଼ିଆରେ ବୁଝିଲେ 'ଥଟ୍ଟା କରିବା'କୁ ସୂଚାଏ।
'Don't = Do not (You don't = You do not - 'You' ଏଠି ଊହ୍ୟ)' ର ଅର୍ଥ ଓଡ଼ିଆରେ ବୁଝିଲେ'ତୁମେ କର ନାହିଁ (ତୁମେ ଏଠି ଊହ୍ୟ)'କୁ ସୂଚାଏ ।
ଓ ଏହା English Grammar ଅନୁଯାୟୀ ନାସ୍ତିସୂଚକ 'Simple Present Tense' ଅନ୍ତର୍ଗତ।
ଅତଏବ 'Don't put jokes.' ର ଓଡ଼ିଆ ଅନୁବାଦ ଥଟ୍ଟା କର ନାହିଁ କହିବା ଯଥାର୍ଥ।